ଏ ବର୍ଷ କୋରୋନା ପାଇଁ ରାଜ୍ୟର ସବୁ ବିଦ୍ୟାଳୟ ବିଳମ୍ବ ରେ ଖୋଲିବା।ସେଥିପାଇଁ ଛାତ୍ର ଛାତ୍ରୀଙ୍କ ପାଠ ପଢା ରେ ଯେମିତି ଅସୁବିଧା ହେବ ନାହିଁ , ସେଥିପାଇଁ ଆଗେଇ ଆସିଛି SP Education YouTube ଚେନେଲ୍ । ଦଶମ ଶ୍ରେଣୀ ର ଗଣିତ ରୁ ଆରମ୍ଭ କରି ସାହିତ୍ୟ , ବିଜ୍ଞାନ, ଇଂରାଜୀ,ଭୂଗୋଳ ଓ ଇତିହାସ ଏ ସମସ୍ତ ବିଷୟ ପଢ଼ାଯାଉଛି ସମ୍ପୂର୍ଣ୍ଣ ମାଗଣାରେ । ଏଥର ଛାତ୍ର ଛାତ୍ରୀ ନିଜ ଘରେ ବସିକି ବି ପାଠ ପଢିପାରିବେ । ଏଥି ପାଇଁ ଆପଣ ଚେନେଲ୍ କୁ Subscribe କରିବାକୁ ପଡ଼ିବ ।
*Subscribe କରିବାପାଇଁ ଏଠି କ୍ଲିକ୍ କରନ୍ତୁ
 👉 https://www.youtube.com/channel/UCEwMEEBp3WfQLNXQhXM_J4g

*ଦଶମ ଶ୍ରେଣର ଗଣିତ ଅନୁଶୀଳନି 1b ପାଇଁ
ଏଠି କ୍ଲିକ୍ କରନ୍ତୁ 👉 https://youtu.be/M5VPdLVBab4