ସମୟ ସବୁଠୁ ବଳବାନ। କଥାଟି ସତରେ ପ୍ରମାଣିତ କରିଛନ୍ତି TikTok ଷ୍ଟାର୍ ଗିରିଜା କମେଡି ଯିଏ କି କାକା ନାମରେ ବେଶ୍ ଜଣାଶୁଣା। ମାତ୍ର ଗୋଟିଏ ଭିଡ଼ିଓ ରେ କାକା ହେଇଗଲେ ରାତାରାତି ଷ୍ଟାର୍। କୋରୋନା ପାଈଁ ଲକ୍ ଡାଉନ୍ ରେ ସବୁ ଲୋକ ଘରେ ବସି ବସି ବୋର୍ ହେଉଥିବା ବେଳେ ଗିରିଜା ଦେଖେଇଲେ ତାଙ୍କ ଭିତରେ ଲୁଚିରହିଥିବା ପ୍ରତିଭା। ବନେଇଚାଲିଥିଲେ ବହୁତ୍ TikTok ଭିଡିଓ ।ପ୍ରଥମେ ତାଙ୍କ ଭିଡିଓ ଭାଇ ରାଲ୍ ହେଉନଥିଲେ ବି ସେ ଜମାରୁ ହାର୍ ମନୁନଥିଲେ।
             
 କିନ୍ତୁ କାକା TikTok ରେ ସେଇଦିନ ଭାଇରାଲ୍ ହେଲେ ଯୋଉଦିନ "lockdown kaka kare ,au shut down bi kaka kare" ଏହି ଭିଡିଓ ଟି ପୋଷ୍ଟ କରିଥିଲେ TikTok ରେ। ଭିଡିଓ ଟି ବହୁତ୍ ପରିମାଣ ରେ ଶେର ହେବାକୁ ଲାଗିଲା ।ଆଉ କାକା ହେଇଗଲେ ଗୋଟିଏ ଦିନରେ TikTok ଷ୍ଟାର୍। ଏପର୍ଯ୍ୟନ୍ତ ସେହି ଭିଡିଓ ଟି ୧ କୋଟି ରୁ ଅଧିକ ଲୋକ ଦେଖିଲେଣି।
ଆମେ ନେଇ ଆସିଛୁ କାକା ଙ୍କ କିଛି ମଜାଦାର ଭିଡିଓ । ଦେଖିବା ପାଇଁ ଏଠି କ୍ଲିକ୍ କରନ୍ତୁ 👉 https://youtu.be/fi_dcVLyWp0