ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏକାଥରକରେ ୧୦୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ରାଜ୍ୟରେ ପ୍ରଥମ ଘଟଣା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆଜି ପୁଣି ୧୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରୁ ୫୨, ବାଲେଶ୍ବରରୁ ୩୩, ସୁନ୍ଦରଗଡ଼ରୁ ୭, ଯାଜପୁରରୁ ୭ ଏବଂ କେନ୍ଦୁଝରରୁ ୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୫୩୮ରେ ପହଂଚିଛି | ତେବେ ଗଞ୍ଜାମରେ ଆଜି ସର୍ବାଧିକ ୫୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୧୦ ହୋଇଛି | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ଓଡ଼ିଶାରେ ୪୧୯ଟି ସକ୍ରିୟ ମାମଲା ଥିବା ବେଳେ ୧୧୬ ଜଣ ସୁସ୍ଥ ହୋଇଛନ୍ତି | ସେହିପରି ୩ ଜଣଙ୍କର କରୋନା ସଂକମଣରେ ମୃତ୍ୟୁ ଘଟିଛି |
______________________________
ଦଶମ ଶ୍ରେଣର ଗଣିତ ଅନୁଶୀଳନି 1b ପାଈଁ

ଏଠି କ୍ଲିକ୍ କରନ୍ତୁ👉 https://youtu.be/M5VPdLVBab